ନିୟମ ମାନୁନି ମୋ’ ବସ୍‌ : ଅସୁରକ୍ଷିତ ଯାତ୍ରା, ଅଣନିଶ୍ୱାସୀ ଯାତ୍ରୀ

ଭୁବନେଶ୍ୱର: ସୁଲଭ ମୂଲ୍ୟରେ ଉତ୍ତମ ପରିବହନ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୋ’ ବସ୍‌ ସେବା ଏବେ ବିଭିନ୍ନ କ୍ଷେତ୍ରରେ ଅପବାଦ ମୁଣ୍ଡାଇଲାଣି। ଚାଳକଙ୍କ ବେପରୁଆ ଚାଳନା ଯୋଗୁଁ ଦୁର୍ଘଟଣା, ବସ୍‌ ଭିତରୁ ଘନଘନ ଚୋରି, କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସେବା ଆରମ୍ଭ ହୋଇ ନପାରିବା ଆଦିକୁ ନେଇ ଟ୍ବିଟର୍‌ରେ ମୋ’ ବସ୍‌ ବିରୋଧରେ ଦୈନିକ ମାଳମାଳ ଅଭିଯୋଗ ଆସିବା ଏହାର ପ୍ରମାଣ। ଏବେ … Continue reading ନିୟମ ମାନୁନି ମୋ’ ବସ୍‌ : ଅସୁରକ୍ଷିତ ଯାତ୍ରା, ଅଣନିଶ୍ୱାସୀ ଯାତ୍ରୀ